ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୭, ୨୦୨୨)

ଜାତୀୟ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁବଳ ମହାରଣା ରବୀନ୍ଦ୍ର ମଣ୍ଡପ ସମୁଖରେ ବାଲୁକାକଳା ପ୍ରଦର୍ଶନ କରୁଛନ୍ତି

ୟୁକ୍ରେନ ରୁ ଫେରିଥିବା ୭୭ଜଣ ଡାକ୍ତରୀ ଛାତ୍ରୀ ଛାତ୍ର ଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ସମ୍ବର୍ଧନା ଜଣାଉଛନ୍ତି