ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୨)

ଭୁବନେଶ୍ୱରର ହଂସପାଳ ଛକ ନିକଟରେ ପୁରୀ କେନାଲରେ ଦେଖାଯାଇଥିବା କୁମ୍ଭୀର

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ କ୍ଷେତରୁ ଫୁଲକୋବି ଅମଳ କରାଯାଉଛି

ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପିଲାମାନେ ଆଦର୍ଶ ବିଦ୍ୟାଳୟରେ ପଢିବାପାଇଁ ପ୍ରବେଶିକା ପରୀକ୍ଷା ଦେଇ ଫେରୁଛନ୍ତି

ଓଡ଼ିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ଗ୍ରାଉଣ୍ଡରେ ଓଡିଶା ପୋଲିସ୍ ବନାମ ଓଜିପି କ୍ଲବ୍ ମ୍ୟାଚ୍ ଖେଳାଯାଉଛି