ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୨)

ଭାରତୀୟ ମହିଳା ହକି ଦଳ ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଦେଖାଯାଇଛି

ଓଡିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ଗ୍ରାଉଣ୍ଡରେ ଓଡିଶା ପୋଲିସ୍ ବନାମ ପୂର୍ବ ତଟ ରେଳବାଇ ମ୍ୟାଚ୍

ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସ୍ପେନ୍ ହକି ଖେଳାଳି ମାନେ

ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳରେ ସରକାରୀ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ କୁ ଭଙ୍ଗା ଯାଉଛି