ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୦)

କାର୍ତ୍ତିକା ମାସ ଆରମ୍ଭରେ ଆକାଶ ଛୁଆଁ ପନିପରିବା ମୂଲ୍ୟ ଭୁବନେଶ୍ୱରର ଅଞ୍ଚଳରେ ବିକ୍ରେତା ମାନେ ବିକ୍ରୟ କରିବା ପାଇଁ ବସିଛନ୍ତି

ମତ୍ସ୍ୟଜୀବୀମାନେ କଟକସ୍ଥିତ ରିଙ୍ଗରୋଡ ଅଞ୍ଚଳରେ ମହାନାଦୀରୁ ଜାଲରେ ମାଛ ଧରୁଛନ୍ତି

ଖାରବେଳନଗର ରାସ୍ତାରେ ପିଲାଟି ତାର ଦୃଷ୍ଟିହୀନ ପିତାଙ୍କୁ ରାସ୍ତାରେ ହାତ ଧରି ନେଉଛି

ନନ୍ଦନକାନନ ଅଂଚଳରେ ଜଣେ ବିକ୍ରେତା କିଛି ମାଟି ତିଆରି ଜିନିଷପତ୍ର ବିକ୍ରି କରୁଛନ୍ତି