ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୯, ୨୦୨୨)

ବିନ୍ଦୁସାଗର ରେ ଜଣେ ବ୍ୟକ୍ତି ପୋଖରୀ ରେ ଖେପାଜାଲ ପକାଉଛି

କ୍ୟାପିଟାଲ ଥାନା ସମୁଖରେ ଜଣେ ବ୍ୟକ୍ତି ଗେଣ୍ଡୁଫୁଲ ବିକ୍ରି କରୁଛନ୍ତି

କୋଭିଡ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ସରକାର ବନ୍ଧ କରିଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲା ରହିଛି

ଲିଙ୍ଗରାଜ ମନ୍ଦିର ପଛପଟ ରାସ୍ତାରେ ରେ ଡ଼ଷ୍ଟବିନଥାଇ ବାହାରେ ଅଳିଆ ଗଦାହୋଇଛି

ମାଷ୍ଟରକ୍ୟାଣ୍ଟିଂନ ଛକ ରାସ୍ତାରେ ଘୋଡା ଗାଡି ସଵାରୀ ଯାଉଛି