ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୩୦, ୨୦୨୧)

ଭୁବନେଶ୍ୱର ଭାରତୀୟ ବିଦ୍ୟା ଭବନରେ ଅନୁଷ୍ଠିତ ୧୫ ତମ ଦେବଦାସୀ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର ସତ୍ୟକାଳୀ ବସ୍ତିରେ ବିଡିଏ କର୍ତ୍ତୃପକ୍ଷ ବେଆଇନ ଗୃହ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି

ଭୁବନେଶ୍ୱରର ବୁଦ୍ଧ ମନ୍ଦିରରେ ଓଡ଼ିଶୀ ନୃତ୍ୟ ନୃତ୍ୟ ପରିବେଷଣ