ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪ , ୨୦୨୦)

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ଖାନନଗର ଟ୍ରାଫିକ ସ୍କୋୟାର ରାସ୍ତାରେ ଖାଲ ଥିବାରୁ ପାଣି ଜମି ରହିଛି

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ବାଦାମବାଡ଼ି ମୁଖ୍ୟ ରାସ୍ତା ଜନ ଗହଳି ଲାଗୁନାହିଁ

ଫଳ ବିକ୍ରେତାମାନେ କଟକସ୍ଥିତ ଲିଙ୍କ୍ ରୋଡ୍ ଠାରେ ଗ୍ରାହକ ମାନଙ୍କୁ ଅପେକ୍ଷା କରିଛନ୍ତି

ପ୍ରବଳ ବର୍ଷାରେ କଟକ ଲିଙ୍କରୋଡ ଠାରେ ଏକ ଫୁଟପାଥରେ ଜଣେ ମହିଳା ନିଜର ପ୍ଲାଷ୍ଟିକ୍ ଜିନିଷ ବିକ୍ରୟ କରୁଛନ୍ତି