ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୫, ୨୦୨୧)

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ରେ ରାସ୍ତାରେ ଯାଉଥିବା ଲୋକମାନେ

ଛତ୍ରବଜ଼ାର ପରିବା ମାର୍କେଟ ର ଦୃଶ୍ୟ

ବାତ୍ୟା ଜଓ୍ବାଦ ପ୍ରଭାବରେ ଯୋବ୍ରା ଆନିକଟ ରାସ୍ତା ର ଦୃଶ୍ୟ

ଝାରପଡା ଜଗନ୍ନାଥ ନଗର ଲେନ-୧ ରୁ ବାଏପାସ ଯିବା ରାସ୍ତା ରେ ପ୍ରବଳ ବର୍ଷା ପାଣି

ବାତ୍ୟା ଜଓ୍ବାଦ ପ୍ରଭାବରେ ଭୁବନେଶ୍ୱରର ଦୃଶ୍ୟ

ବାତ୍ୟା ଟଳିଗଲା ପରେ ପୁରୀ ବେଳାଭୂମି ରେ ସୂର୍ଯ୍ୟଙ୍କ କିରଣ ର ଆଭା ରେ ବେଳାଭୂମି ର ଦୃଶ୍ୟ