ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୧)

ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ କଳାକାରମାନେ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିସରରେ ସ୍ଥାପିତ ହୋଇଥିବା ବ୍ରାସ ରେ ନିର୍ମିତ ଭାସ୍କର୍ଯ୍ୟ କଳାକୄତ୍ତି

ସୋମବାର ସନ୍ଧ୍ୟାରେ ବର୍ଷା ହେଉଥିବାର ଦୃଶ୍ୟ