ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୦)

ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଦିନ ମଜୁରୀ ଲାଗୁଥିବା ଶ୍ରମିକ ମାନେ କାର୍ଯ୍ୟ ଅପେକ୍ଷ୍ୟାରେ ଏକତ୍ରିତ ହୋଇଛନ୍ତି

ରାଜଧାନୀ ଭୁବନେଶ୍ୱରରେ ବର୍ତମାନ କରୋନା ମହାମାରୀ ସାଙ୍ଘାତିକ ରୂପ ନେଉଥିବା ବେଳେ କିଛି ଲୋକ ଏବେବି ନିୟମ ଉଲଘଂନ କରୁଛନ୍ତି