ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୧)

ଭୁବନେଶ୍ୱରର ଅଶୋକନଗର ଠାରେ ବିଜୟାଦଶମି ଉପଲକ୍ଷେ ସିନ୍ଧୁରଖେଳ ଅନୁଷ୍ଠିତ ହୋଇଯାଇଛି

ବାଲୁକା ଶିଳ୍ପୀ ସୁବଳ ମହାରଣା ଭୁବନେଶ୍ୱରର ୟୁନିଟ୍-୧ ଏସବିଆଇ କାର୍ଯ୍ୟାଳୟରେ ବିଜୟାଦଶମି ଉପଲକ୍ଷେ ଦେବୀ ଦୁର୍ଗାଙ୍କ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି

ଭୁବନେଶ୍ୱରର ୟୁନିଟ୍-୧ ବଜାରରେ ଜଣେ ବୃଦ୍ଧ ପୁଷ୍ପଗୁଚ୍ଛ ବିକ୍ରୟ କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି