ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୧)

ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ମୁର୍ମୟୀ ମୂର୍ତି

ଅଲିଶା ବଜ଼ାର ପୂଜା ମଣ୍ଡପ

ଚୌଧୁରୀ ବଜ଼ାର ପୂଜା ମଣ୍ଡପ

ମା କଟକଚଣ୍ଡୀ ଙ୍କ ବଗଳାମୁଖୀ ବେଶ

ମା ଧାକୁଲେଇଙ୍କ ଚାମୁଣ୍ଡା ବେଶ