ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୧)

ମୃତ ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଯୋବ୍ରା ଆନିକଟ ରାସ୍ତାରେ ଅସମ୍ଭାଳ ଭିଡ

ରେଡକ୍ରସ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅଞ୍ଚଳ କୁ ରିଲିଫ ପଠା ଯିବା ପାଇଁ ପ୍ୟାକିଂ କରାଯଵୋଉଛି