ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭ , ୨୦୨୦)

ଯାତ୍ରୀମାନେ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନରେ ସାମାଜିକ ଦୂରତା କୁ ମାନୁ ନାହାନ୍ତି

 

 

 

ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକଙ୍କ ବାଧ୍ୟତାମୂଳକ କୋଭିଡ ପରୀକ୍ଷା ଉପରେ ଆଲୋଚନା କରିଛନ୍ତି

କଟକସ୍ଥିତ ଗୋରିଶଙ୍କର ପାର୍କ ନିକଟରେ ଥିବା ଏକ କମ୍ୟୁନିଟି ଷ୍ଟାଣ୍ଡ ପୋଷ୍ଟରୁ ଜଳ ନଷ୍ଟ ହେଉଛି |