ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୦)

ରାଜଧାନୀ ସମ୍‍ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ତରଫରୁ ମକ୍‍ଡ୍ରିଲ୍‍

ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଟକ ରାଣୀହାଟ ପୋଲ ପ୍ରାଚୀରକୁ ଅଦ୍ୟାବଧି ମରାମତି କରାଯାଇନାହିଁ

ଭୁବନେଶ୍ୱର ରେଳଷ୍ଟେସନ ବାହାରେ ସାମାଜିକ ଦୂରତାକୁ ନ ମାନି ଏକାଠି ବସିଛନ୍ତି ଯାତ୍ରୀ

କଟକ ଏସ୍‌ସିବି ମେଡିକାଲ ବେହେରା କଲୋନୀରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ

କଟକ ଏସ୍‌ସିବି ମେଡିକାଲ ନିରାମୟ କାଉଣ୍ଟରରେ ସାମାଜିକ ଦୂରତାକୁ ନ ମାନି ଲୋକଙ୍କ ଭିଡ