ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୦, ୨୦୨୦)

ପୁରୀ ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତ କୁଆଁରୀ କରୁଛନ୍ତି ନେତ ପୂଜା

 ମା’ ଗଡଚଣ୍ଡୀଙ୍କ ନାରାୟଣୀ ବେଶ

 ମା’ ବାସନ୍ତୀ ଦୁର୍ଗାଙ୍କ ସ୍କନ୍ଧମାତା ବେଶ

ରାଜଧାନୀ ସୈନିକ ସ୍କୁଲ ନିକଟରେ ଛେଳି ଜଗିଛନ୍ତି ଜଣେ ବୃଦ୍ଧ