ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୦, ୨୦୨୦)

କଟକ ଯୋବ୍ରା ଆନିକଟ ମହାନଦୀ ଜଳକୁ ଲମ୍ଫ ମାରୁଛନ୍ତି ଯୁବକ

ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ  କୃତ୍ରିମ ଫୁଲର ପସରା

କଟକ ଯୋବ୍ରା ଆନିକଟ ବ୍ୟାରେଜ ରାସ୍ତାରେ ଗୁପଚୁପ ବିକାଳୀଙ୍କ ଭିଡ଼