ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୧, ୨୦୨୩ )

ବିଭିନ୍ନ ବର୍ଗର ଲୋକମାନେ କଟକଠାରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରୁଛନ୍ତି

ଜଣେ ବୁଲା ବିକାଳୀ ଭୁବନେଶ୍ୱର ନିକଟ ପୁରୀ ବାଇପାସ୍ ରାସ୍ତାରେ ନିଜର ସାମଗ୍ରୀ ଧରି ବିକ୍ରୀକରିବା ପାଇଁ ଯାଉଛନ୍ତି

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପୂର୍ବରୁ କଟକସ୍ଥିତ ବାଲିଯାତ୍ରା ତାଳପଡିଆରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ