ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୦)

କଟକ ସହର ଶଟ୍‌ଡାଉନ ଫଳରେ ଜୋବ୍ରା ଆନିକଟ ବ୍ୟାରେଜ ଶୂନ୍‌ଶାନ୍‌

 

ମାଲ ଗୋଦାମ ଓଭରବ୍ରିଜ ରାସ୍ତା ପାର୍ଶ୍ୱରେ ଆତ କିଣୁଥିବା ଗ୍ରାହକ

 

ଆସନ୍ତା ଶନିବାର, ରବିବାର ଶଟ୍‌ ଡାଉନ ଥିବାରୁ ୟୁନିଟ୍‌ -୧ ପରିବା ହାଟରେ ଲୋକଙ୍କ ଭିଡ

 

କଟକ ରେଲଓ୍ବେ ଷ୍ଟେଶନ ବାହାରେ ବସିଥିବା ଯାତ୍ରୀମାନେ

 

ୟୁନିଟ-୬ ଏୟାରପୋର୍ଟ ଟ୍ରାଫିକ ଛକରେ ଥିବା ମଦ ଦୋକାନରେ ଲୋକଙ୍କ ଭିଡ଼ ପୂର୍ବରୁ ପୋଲିସର ତନାଘନା

 

ସିଏମ୍‌ସି ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଶିଖରପୁର ମହାନଦୀ ଓଭରବ୍ରିଜ ପ୍ରାଚୀରରେ ଅଙ୍କା ଚାଲିଥିବା ଚିତ୍ରକଳା

 

ସୂଚନା ଭବନ ସମ୍ମୁଖରେ ଏକ ଟ୍ରାନ୍ସଫରମରରେ ଗଛ ଲଟେଇ ତାରରେ ଲାଗିଲାଣି ହେଲେ କାହାର ନଜରକୁ ଆସୁନାହିଁ