Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଓଡ଼ିଶା ହକି ଦଳ ଘୋଷିତ

ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଜାନୁଆରୀ ୧୯ରୁ ଚେନ୍ନାଇରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଗୁରୁବାର ଓଡ଼ିଶା ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି। ଡେଭିଡ୍‌ ଜନ୍‌ ଓ ପିନ୍ହାସ ଦାସ ମହିଳା ଦଳର କୋଚ୍‌ ରହିଥିବା ବେଳେ ବି.ଜେ କାରିଆପ୍ପା ଓ ଲକ୍ଷ୍ମୀ ନାରାୟଣ ପିଟ୍ଟି ପୁରୁଷ ଦଳର କୋଚ୍‌ ରହିଛନ୍ତି। ଓଡ଼ିଶା ଦଳ ଘୋଷଣାକୁ ନେଇ ହକି ଆସୋସିଏଶନ ଅଫ ଓଡ଼ିଶା ସଭାପତି ଦିଲୀପ ତୀର୍କି ସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଟୁର୍ନାମେଣ୍ଟରେ ଉଭୟ ଦଳ ରାଜ୍ୟକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି।

ପୁରୁଷ ଦଳ: ବିବେକ ଲାକ୍ରା, ଅଭିମନ୍ୟୁ ଗୌଡ, ଅନମୋଲ ଏକ୍କା, ଅଜୟ ଖାଲଖୋ, ଓ୍ବିଲସନ ଖାଖା, ପ୍ରଶାନ୍ତ ବାର୍ଲା, ସଞ୍ଜିତ ତୀର୍କି, ଜସ୍ମନ ମୁଣ୍ଡା,ରୋହିତ କୁଲୁ, ଅର୍ବିନ୍‌ ଟପ୍ପୋ, ମୁକେଶ ଟପ୍ପୋ, ପ୍ରତାପ ଟପ୍ପୋ, ଅଦ୍ରୋହିତ ଏକ୍କା, ପ୍ରେମ ଦୟାଲ ଗିରି, ଦୀପକ ପ୍ରଧାନ, ଦେଓନାଥ ନନଓ୍ବର, କରଣ ଲାକ୍ରା ଓ କ୍ରିଷ୍ଣା ମୋହନ।

ମହିଳା ଦଳ: ଏଙ୍ଗିଲ ହର୍ଷରାଣୀ ମିଞ୍ଜ, ନାମସି ଜୁରିକା, ସୋନାଲି ଏକ୍କା, ଅଞ୍ଜଳି ବାରଓ୍ବା, ପୂଜା ରାମଚୁରିଆ, ପୂଜା ସାହୁ, ସୁମି ମୁଣ୍ଡାରୀ, ମରିୟମ ଧନଓ୍ବର, ଜାହ୍ନବୀ ବଡ, ଅହଲ୍ୟା ଲାକ୍ରା, ତନୁଜା ଟପ୍ପୋ, ଦ୍ରୁପତି ନାୟକ, ଅମୀଷା ଏକ୍କା, କୋମଲ ଗୁଜ୍ଜର, ସୁରେଖା ବାହାଲ, ସୁପ୍ରିୟା କୁଜୁର, କରୁଣା ମିଞ୍ଜ ଓ ସୁନେଲିତା ଟପ୍ପୋ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅଡୁଆରେ ଇରାନ ଦଳ

ଗୋଲ୍ଡ କୋଷ୍ଟ(ଅଷ୍ଟ୍ରେଲିଆ),୯।୩: ମହିଳା ଏସିଆନ କପ୍‌ ଶେଷ ଗ୍ରୁପ୍‌ ମ୍ୟାଚରେ ଇରାନ ଫୁଟ୍‌ବଲ ଦଳ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚ ହାରିଯିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତମାନ…

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ…

ଟି-୨୦ ବିଶ୍ୱକପ ହାତେଇବା ପରେ ବଡ଼ ଘୋଷଣା କଲେ ସୂର୍ଯ୍ୟକୁମାର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୯।୩: ରବିବାର, ୮ ମାର୍ଚ୍ଚରେ, ଭାରତୀୟ ଦଳ ଇତିହାସ ରଚିଛି। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି, ଭାରତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ…

ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲି କହିଦେଲେ ଏମିତି: ଦେଶରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୩: ଟି-୨୦ ବିଶ୍ୱକପ ଫାଇନାଲରେ ଭାରତର ଐତିହାସିକ ବିଜୟ ପରେ, ସାରା ଦେଶରେ ସେଲିବ୍ରେଶନ୍‌ ପାଳନ କରାଯାଇଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳୁଥିବା ଭାରତୀୟ ଦଳ…

ଏକୁଟିଆ ସଞ୍ଜୁ ସାମସନଙ୍କୁ ମିଳିଲା ଏତେ ଟଙ୍କାର ପୁରସ୍କାର ରାଶି, ଶୁଣିଲେ ହେବେ ଚକିତ

ନୂଆଦିଲ୍ଲୀ,୯।୩: ସଞ୍ଜୁ ସାମସନ ଟିମ ଇଣ୍ଡିଆର ବିଶ୍ୱ ଚାମ୍ପିୟନ ମାନ୍ୟତାର କାହାଣୀ ଲେଖିଛନ୍ତି। ଏହି ସେହି ସାମସନ ଯିଏ ପ୍ରାରମ୍ଭିକ ମ୍ୟାଚରେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା…

ଭାରତ ଚାମ୍ପିୟନ ହେବାପରେ BCCI ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶୋଏବ ଅଖତର: କହୁ କହୁ କହିଦେଲେ…

ଅହମ୍ମଦାବାଦ୍‌,୯।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଗତ ରବିବାର ଟି୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ବିଜୟ ସମଗ୍ର ଦେଶ ପାଇଁ ଖୁସି ଆଣି ଦେଇଥିଲା…

ସନ୍ୟାସ ନେବେ ସୂର୍ଯ୍ୟକୁମାର ଯାଦବ? ଇଣ୍ଡିଆ ଜିତିଲା, ହେଲେ ବିପଦରେ ଅଧିନାୟକତ୍ୱ! କ’ଣ କରିବେ କ୍ୟାପଟେନ ଜାଣନ୍ତୁ

ନୂଆଦିଲ୍ଲୀ,୯।୩: ରବିବାର ରାତିରେ ତିଲକ ବର୍ମା ଟି-୨୦ ବିଶ୍ୱକପରେ ଭାରତର ଟାଇଟଲ ବିଜୟକୁ ସିଲ କରିବା ପାଇଁ ଜାକବ ଡଫିଙ୍କୁ କ୍ୟାଚ ଦେବା ସମୟରେ, ଅଧିନାୟକ ସୂର୍ଯ୍ୟକୁମାର…

ଇଶାନଙ୍କ ଉପରେ ଭାଙ୍ଗିପଡିଥିଲା ଦୁଃଖର ପାହାଡ, ଫାଇନାଲ ମ୍ୟାଚ ପୂର୍ବରୁ ପରିବାରର ୨ ସଦସ୍ୟଙ୍କୁ ହରାଇବା ପରେ ବି…

ନୂଆଦିଲ୍ଲୀ,୯।୩: ଟିମ ଇଣ୍ଡିଆରୁ ବାହାର ହୋଇଯାଇଥିବା ଇଶାନ କିଶାନ ତାଙ୍କ ଭାଗ୍ୟ ବଦଳାଇବା ପାଇଁ କଠିନ ପରିଶ୍ରମ କରିଥିଲେ। ଘରୋଇ କ୍ରିକେଟରେ ଏକ ଦୃଢ଼ ପ୍ରଦର୍ଶନ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri