କାମଚଳା ବଜେଟ: ୧ ଟଙ୍କାର ଆୟ, ୧ ଟଙ୍କାର ବ୍ୟୟ

ଭୁବନେଶ୍ୱର,୯ା୨: ରାଜ୍ୟର ନିଜସ୍ବ ଟିକସ: ୨୩.୧୪% (୫୯,୦୦୦ କୋଟି)
ରାଜ୍ୟର ନିଜସ୍ବ ଅଣ-ଟିକସ: ୨୧.୯୬% (୫୬,୦୦୦ କୋଟି)
ଅଂଶଧନ ବାବଦ ଟିକସ: ୨୧.୬୬% (୫୫,୨୩୧.୭୬ କୋଟି)
ଅନ୍ୟାନ୍ୟ ସୂତ୍ରରୁ ଋଣ: ୧୫.୫% (୩୯,୫୧୫ କୋଟି)
କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ:୧୩.୨୪% (୩୩,୭୬୮.୨୪ କୋଟି)
ପ୍ରୋଭିଡେଣ୍ଟ ଫଣ୍ଡ, ଅନ୍ୟାନ୍ୟ ଫଣ୍ଡ ଏବଂ ଜମା (ନେଟ୍‌)- ୪.୩୧% (୧୧,୦୦୦ କୋଟି)
ଋଣ ଏବଂ ଅଗ୍ରିମ ଆଦାୟ-୦.୧୯% (୪୮୫ କୋଟି)

ଦରମା, ପେନ୍‌ସନ ଓ ଅନ୍ୟାନ୍ୟ ରାଜସ୍ବ ବ୍ୟୟ: ୫୭.୯୮% (୧,୪୭,୮୫୬.୫୮ କୋଟି)
ପୁଞ୍ଜି କ୍ଷେତ୍ରରେ ବ୍ୟୟ (ଋଣ ବାବଦ ଦେୟ ଫେରସ୍ତ ବ୍ୟତିରେକ): ୨୪.୭୭% (୬୩,୧୬୧.୯ କୋଟି)
ଋଣ ବାବଦ କିସ୍ତି ପ୍ରଦାନ: ୮.୯୩% (୨୨,୭୬୫.୫ କୋଟି)
ଋଣର ସୁଧ ପରିଶୋଧ: ୨.୯୭% (୭୫୬୬ କୋଟି)
ରାଜ୍ୟରୁ ସ୍ଥାନାନ୍ତର ବାବଦ ଦେୟ: ୨.୯୮% (୭,୬୦୦ କୋଟି)
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି: ୧.୫୩% (୩,୯୦୦ କୋଟି)
ଋଣ ବିତରଣ (ପ୍ରଶାସନିକ): ୦.୮୪% (୨,୧୫୦.୦୧ କୋଟି)


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ଚତୁର ଚୋର

‘ବେଙ୍ଗ କହେ ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ’। ଏହି ଓଡ଼ିଆ ଆପ୍ତବାକ୍ୟର ଏବକା ସମୟରେ ପ୍ରାସଙ୍ଗିକତା ଅନୁଭବ ହେଉଛି ଜମ୍ମୁ ଓ କଶ୍ମୀର...

୩ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୯ା୪: ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭୧ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ସମ୍ମାନ ପ୍ରଦାନ...

ଇତିହାସ ରଚିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ; ମାତ୍ର ୩୫ ବଲ୍‌ରେ ହାସଲ କଲେ ଶତକ

ଜୟପୁର,୨୮।୪: ୧୪ ବର୍ଷୀୟ ବୈଭବ ଜୟପୁରରେ ଇତିହାସରେ ରଚିଛନ୍ତି। ମାତ୍ର ୩୫ ବଲ୍‌ରେ ନିଜର ପ୍ରଥମ ଶତକ ହାସଲ କରି ଏହି ଯୁବ କ୍ରିକେଟର ସମସ୍ତଙ୍କୁ...

ବଢିବ ATM ଫି ବୃଦ୍ଧି, ଗ୍ରାମୀଣ ବ୍ୟାଙ୍କ ଏକୀକରଣ: ଜାଣନ୍ତୁ ୨୦୨୫ ମେ ୧ ରୁ କ’ଣ ବଦଳିବ

ନୂଆଦିଲ୍ଲୀ,୨୮।୪: ୨୦୨୫ ମେ ୧ ରୁ ଦେଶବ୍ୟାପୀ ନାଗରିକଙ୍କୁ ପ୍ରଭାବିତ କରୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri