ପୁଣି ଚାଲିବ ନୂଆଗାଁ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୧ା୧୦: ନୂଆଗଁା- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ପୁଣି ଚାଲିବ। ଅକ୍ଟୋବର ୧ରୁ ଏହି ଟ୍ରେନ ଯାତାୟାତ କରିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ନଂ.୧୮୪୨୪ ସେବା ଏକ୍ସପ୍ରେସ ସକାଳ ସାଢେ ୬ଟା ପରିବର୍ତ୍ତେ ୬ଟା ୪୫ ମିନିଟ୍‌ରେ ନୟାଗଡ଼ ଷ୍ଟେଶନରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ସେହିପରି ସା ୬ଟା ୪୦ ମିନିଟ୍‌ ପରିବର୍ତ୍ତେ ସାଢେ ୬ଟାରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ସେବା ଏକ୍ସପ୍ରେସ ବାହାରି ୮ଟା ୪୫ ମିନିଟ୍‌ରେ ନୟାଗଡ଼ରେ ପହଞ୍ଚତ୍ବ। ନୂଆଗଁାରୁ ପୁରୀ ଯାଉଥିବା ଟ୍ରେନ ନଂ. ୦୮୪୨୪ ସକାଳ ୬ଟା ୪୫ ମିନିଟ୍‌ରେ ବାହାରି ନୟାଗଡ଼ରେ ୭ଟା ୮ ମିନିଟ୍‌ରେ ପହଞ୍ଚତ୍ ୭ଟା ୧୦ ମିନିଟ୍‌ରେ ଛାଡିବ। ଭୁବନେଶ୍ୱରରୁ ନୂଆଗଁା ଆସୁଥିବା ଟ୍ରେନ ନଂ.୦୮୪୨୯ ସକାଳ ୯ଟା ୪୦ ମିନିଟ୍‌ରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ରେ ୧୧ଟା ୪୭ ମିନିଟ୍‌ରେ ପହଞ୍ଚତ୍ ୧୧ଟା ୪୮ ମିନିଟ୍‌ରେ ନୂଆଗଁା ଯିବ। ନୂଆଗଁାରୁ ଏହି ଟ୍ରେନ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବାହାରି ନୟାଗଡ଼ରେ ସାଢେ ୪ ଟାରେ ପହଞ୍ଚତ୍ ୪ଟା ୩୧ ମିନିଟ୍‌ରେ ଭୁବନେଶ୍ୱର ଯାତ୍ରା କରିବ। ସେହିପରି ପୁରୀରୁ ଟ୍ରେନ ନଂ.୦୮୪୨୩ ସା ୬ଟାରେ ନୂଆଗଁା ଅଭିମୁଖେ ବାହାରି ନୟାଗଡ଼ରେ ରାତ୍ର ୮ଟା ୫୪ ମିନିଟ୍‌ରେ ପହଞ୍ଚତ୍ ୮ଟା ୫୫ ମିନିଟ୍‌ରେ ନୂଆଗଁା ଯାତ୍ରା କରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡ଼ି ଜୀବନ ଗଲା

ତାଳଚେର, ୩।୬(ନି.ପ୍ର.): ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଜଣେ ବ୍ୟକ୍ତିଙ୍କର କୂଅରେ ପଡ଼ି ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଯୁଗୀ ବାଘ(୫୦)। ଯୁଗୀ...

ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୧୨- ଗଞ୍ଜାମ ଜିଲା ସ୍ବତନ୍ତ୍ର ପୋକ୍‌ସୋ ଜଜ ତଥା ଅତିରିକ୍ତ ଦୌରା ଜଜ (ଏଡିଜେ)-୨ ଜଗଦୀଶ ପ୍ରସାଦ ମହାନ୍ତି ମଙ୍ଗଳବାର ଏକ ବଳାତ୍କାର ମାମଲାର...

ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା

ଖଇରା, ୧୦।୫(ଡି.ଏନ.ଏ.)-ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ା ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କୋଲକାତା...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ...

ଦୂରେଇ ଦେଉଛି ଦର

ବଇଣ୍ଡା,୨୯ା୧୦ (ପରିକ୍ଷିତ ସାହୁ): ଗରିବ ବୋଲି କିଲୋପିଛା ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର। ହେଲେ ସେହି ଗରିବଙ୍କୁ ଯୋଗାଉଥିବା କିରୋସିନର ମୂଲ୍ୟ ରଖିଛନ୍ତି ଲିଟର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ଗିରଫ ହେଲେ ଗୋପାଳ ଦାସ

ଝାରସୁଗୁଡା ଅଫିସ,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ସୋମବାର ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା...

ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ...

ଦୁର୍ଘଟଣାରେ ଚାଲିଗଲା ସିପାହୀଙ୍କ ଜୀବନ

ଗଞ୍ଜାମ,୪।୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁ ଛକ ନିକଟସ୍ଥ ୧୬ନମ୍ବର ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଓଏସ୍‌ଏପି...

Advertisement
Archives

Model This Week