Posted inଫୁରସତ

ନରଓ୍ବେ

ୟୁରୋପ ମହାଦେଶର ଉତ୍ତର ଭାଗରେ ଥିବା ଏକ ଦେଶ ହେଉଛି ନରଓ୍ବେ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…

ଏହି ଦେଶର ଉତ୍ତର ଭାଗରେ ଶୀତଋତୁରେ ଆଦୌ ସୂର୍ଯ୍ୟୋଦୟ ହେଉ ନ ଥିବା ବେଳେ ଗ୍ରୀଷ୍ମଋତୁରେ ସୂର୍ଯ୍ୟାସ୍ତ ହୋଇ ନ ଥାଏ। ଏହି କାରଣରୁ ନରଓ୍ବେକୁ ‘ମଧ୍ୟରାତ୍ରିର ସୂର୍ଯ୍ୟ’ ବୋଲି କୁହାଯାଏ।
ରୋରୋସ୍‌ ହେଉଛି ଏହି ଦେଶର ସବୁଠୁ ଥଣ୍ଡା ସ୍ଥାନ, ଯେଉଁଠାରେ ତାପମାତ୍ରା -୫୦ଂ ସେଲ୍‌ସିଅସ୍‌।
ଏହି ଦେଶରେ ପୁରୁଷମାନେ ଦୁଇଟି ନାମକୁ ସର୍ବାଧିକ ପସନ୍ଦ କରନ୍ତି, ତାହା ହେଉଛି ଅଡ୍‌ ଏବଂ ଇଭେନ୍‌।
ଏହି ଦେଶରେ ହେଲ୍‌ ବା ନର୍କ ନାମକ ଏକ ସହର ରହିଛି।
ନରଓ୍ବେର ରାଜଧାନୀ ଓସ୍‌ଲୋଠାରେ ପ୍ରତିବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯାଇଥାଏ।
ସେଠାକାର ବାସିନ୍ଦାମାନଙ୍କ ଇନ୍‌କମ୍‌ ରେକର୍ଡ ପବ୍ଲିକରେ ଜଣାଯାଇଥାଏ।
ଏହି ଦେଶରେ ଘରେ ଟିଭି ରଖିବା ଲାଗି ଲାଇସେନ୍ସ କରିବାକୁ ପଡ଼ିଥାଏ। ଆଉ ଏ ବାବଦରେ ୪୮୦.୬୬ ଡଲାର ବାର୍ଷିକ ଶୁଳ୍କ ମଧ୍ୟ ପଇଠ କରିବାକୁ ହୋଇଥାଏ।
ପୃଥିବୀର ସବୁଠୁ ଲମ୍ବା ଟନେଲ୍‌ ଲାଏଡ୍ରାଲ୍‌ ଏହି ଦେଶରେ ରହିଛି। ୧୫ ମାଇଲ ବିଶିଷ୍ଟ ଏହି ଟନେଲ୍‌ ନିର୍ମାଣ କରିବା ଲାଗି ପ୍ରାୟ ୧ ବିଲିଅନ୍‌ ବା ୧୧୦ ମିଲିନ୍‌ ଡଲାର ଖର୍ଚ୍ଚ ହୋଇଛି।
ଏହି ଦେଶରେ ୫୦,୦୦୦ରୁ ଅଧିକ ସଂଖ୍ୟକ ଦ୍ୱୀପ ଦେଖିବାକୁ ମିଳେ।
ଏଫ୍‌ଏମ୍‌ ରେଡିଓ ସେବା ବନ୍ଦ କରିବାରେ ନରଓ୍ବେ ହେଉଛି ପୃଥିବୀର ପ୍ରଥମ ସହର। ଏଠାରେ ଏଫ୍‌ଏମ୍‌ ବଦଳରେ ଡିଜିଟାଲ୍‌ ଅଡିଓ ବ୍ରଡକାଷ୍ଟିଂ (ଡିଏବି) ବ୍ୟବହାର କରାଯାଉଛି।
ଏହି ଦେଶରେ ୧୨ ବର୍ଷରୁ କମ୍‌ ପିଲାଙ୍କୁ ବିଜ୍ଞାପନରେ ନେବା ବେଆଇନ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri