ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ ପଢାନ୍ତି । ଡାୟବୱିଗଙ୍କୁ ଡଗଲସ ବ୍ଲୁ ଡାୟମଣ୍ଡ ଓ ବେନ ଏସ ବର୍ନାନକେଙ୍କ ସହ ଚଳିତ ବର୍ଷ ଅକ୍ଟୋବରରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏହି ମାମଲାରେ ୩ ଜଣ ପୂର୍ବତନ ଛାତ୍ର ଅଭିଯୋଗ ଆଣିଛନ୍ତି ।

Share