ଆଉ କେହି ହେବେନି ଆତଙ୍କବାଦୀ: ନେତାନ୍ୟାହୁ…

ଜେରୁଜେଲମ,୨୦।୧୧ : ଇସ୍ରାଏଲ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ମୋର ଲକ୍ଷ୍ୟ ହେଉଛି ହମାସକୁ ଧ୍ୱଂସ କରିବାର ପରେ ଗାଜାର କୌଣସି ନାଗରିକ ପ୍ରଶାସନ ନରସଂହାରକୁ ଅସ୍ବୀକାର କରିବ ନାହିଁ, ଏବଂ ପିଲାମାନଙ୍କୁ ଆତଙ୍କବାଦୀ ହେବାକୁ ଶିକ୍ଷା ଦେବେ ନାହିଁ। ଆତଙ୍କବାଦୀଙ୍କ ପାଇଁ ଆଉ ହଇରାଣ ହେବେ ନାହିଁ । ସେମାନଙ୍କର ମୂଳ ଲକ୍ଷ୍ୟ କ’ଣ ତାଙ୍କ ପିଲାମାନଙ୍କୁ କହିବେ ନାହିଁ । ଆଉ କେହି ଆତଙ୍କବାଦୀ ହେବେନି । ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ଆରମ୍ଭ ହେବ।

 

Share