ଗଞ୍ଜାମରୁ ଅନ୍ୟ ଜିଲାକୁ ଯିବା ପାଇଁ ଆଉ ଦରକାର ପଡ଼ିବନି ପାସ୍‌

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଅନ୍ୟ ଜିଲାକୁ ଗାଡ଼ିରେ ଯାତ୍ରା କରିବା ପାଇଁ ଅନୁମତି ସହ ପାସ ଆଉ ଦରକାର ପଡ଼ିବନି। ଏହି ନିୟମ ତଥା ବ୍ୟବସ୍ଥାକୁ ଗଞ୍ଜାମ ଜିଲାରୁ ମଙ୍ଗଳବାରଠାରୁ ଉଠାଇ ଦିଆଯାଇଛି। ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଜିଲାର ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଖୋଲିଥିବା କେନ୍ଦ୍ର ବନ୍ଦ କରି ଦିଆଯାଇଛି। ପୂର୍ବରୁ ଗଞ୍ଜାମରୁ ରାଜ୍ୟର ଅନ୍ୟ ଜିଲାକୁ ଗାଡ଼ିରେ ଯିବା ପାଇଁ ଅନୁମତି ତଥା ଗାଡ଼ି ପାସ ଉପଜିଲାପାଳଙ୍କ ଅଫିସରୁ ମିଳୁଥିଲା। ଗଞ୍ଜାମରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ପାସ ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିୱାଲ ଦୋଷମୁକ୍ତ ହେବାପରେ ଆନ୍ନା ହଜାରେଙ୍କ ବଡ଼ ବୟାନ: ମୁଁ କୋର୍ଟଙ୍କ ନିଷ୍ପତ୍ତିକୁ…

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।…

ଜବରଦସ୍ତି ବିବାହ ପରେ ଥାନାରେ ବର କନିଆ, କନ୍ୟା ନାବାଳିକା ସନ୍ଦେହ

ବାଲେଶ୍ବର, ୨୮।୨( ବାଞ୍ଛାନିଧି ଦେ) : ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ବର କନିଆ ଅଟକ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜବରଦସ୍ତି ବିବାହ ପରେ ଥାନାରେ…

ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧରେ ଟ୍ରମ୍ପ ଦେଲେ ବଡ଼ ବୟାନ: କହିଲେ, ମୁଁ ହସ୍ତକ୍ଷେପ…

ଓ୍ବାଶିଂଟନ୍‌,୨୮।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ସେ ଏହି…

ଶୌଚ ପାଇଁ ଯାଇଥିବାବେଳେ ବାର୍‌ହା ସମ୍ମୁଖରେ ପଡିଗଲେ ୨ ବ୍ୟକ୍ତି

ଭୁବନ, ୨୮।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ୍ୟାଞ୍ଚଳ ଜମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବଳରାମ ରାଉତ(୩୮) ଓ ଦିବାକର ପାଣି (୫୫) ଶନିବାର…

ଖଣି ବାବୁଙ୍କ କଳାଧନର ଖୋଲୁଛି ଗୁମର: ୪ କୋଟି ଟଙ୍କାରେ କିଣିଲେ…

ଭୁବନେଶ୍ୱର,୨୮ା୨(ତ୍ରିନାଥ ମହାନ୍ତି):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାଧନର ଗୁମର ଫିଟିବାରେ ଲାଗିଛି। ସାଧାରଣ କର୍ମଚାରୀଙ୍କ…

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri