Categories: ଜାତୀୟ

ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ…

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ନୀତୀଶ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ଏବେ ମହାମେଣ୍ଟର ବିଧାୟକମାନେ ତେଜସ୍ବୀ ଯାଦବଙ୍କ ଘରେ ଏକାଠି ହୋଇଛନ୍ତି। ପରବର୍ତ୍ତୀ ନୂଆ ସରକାର ଗଠନ ଏବଂ ନେତା ନିର୍ବାଚନ ନେଇ ଆଲୋଚନା ଜାରି ରହିଛି।

ନୀତୀଶଙ୍କ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ଥିବା ସେ ରାଜ୍ୟପାଳଙ୍କୁ କହିଛନ୍ତି।

Share