ମରାଠୀରେ ଡେବ୍ୟୁ କରିବେ ନିକିତା, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ଅଭିନେତ୍ରୀ ନିକିତା ଦତ୍ତଙ୍କୁ ‘ଦ ବିଗ ବୁଲ’ ଏବଂ ‘କବୀର ସିଂ’ ଭଳି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ଘରତ ଗଣପତି’ରେ ନଜର ଆସିବେ। ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ। ଫିଲ୍ମର ଶୁଟିଂ ଡିସେମ୍ବରରେ ହେବ। ନବଜୋତ ବାନ୍ଦିୱାଡେକର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।
ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ବୋସ୍କୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶିତ ଏକ କମେଡି ଫିଲ୍ମ ‘ରକେଟ ଗ୍ୟାଙ୍ଗ’ ଶୁକ୍ରବାର ରିଲିଜ୍‌ ହୋଇଛି।

Share