ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ଓ୍ବେଲିଙ୍ଗଟନ୍‌, ୧୪।୫: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଆର୍ଡେନଙ୍କ ସ୍ବାମୀ କ୍ଲାର୍କ ଗେଫୋର୍ଡ ପ୍ରଥମେ କୋଭିଡ ଆକ୍ରାନ୍ତ ହୋଇଥିଲେ। ତେବେ ରବିବାରଠାରୁ ଉଭୟ ଆଇସୋଲେଶନରେ ରହିଥିବା ବେଳେ ଆର୍ଡେନଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ରହିଥିବା କୁହାଯାଇଛି ।

Share