ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂଆ ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୨୭।୪: ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂଆ ପ୍ରଚାର ଅଭିଯାନ ‘ହାଲୋ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଳାସପୂର୍ଣ୍ଣ ବର୍ଗ ହାଲୋ ୱାଲ୍‌ ଫିନିସେସ୍‌ ପାଇଁ ଏକ ନୂଆ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଭାରତୀୟ ଗ୍ରାହକ ବିବେକବନ୍ତ ଏବଂ ତାଙ୍କ କାନ୍ଥ କିଭଳି ଦେଖାଯିବ, ତାହାକୁ ନେଇ ସେମାନେ ଅତିମାତ୍ରାରେ ସଚେତନ ମଧ୍ୟ ଅଛନ୍ତି। ତେବେ ଯେତେବେଳେ ପସନ୍ଦ କରିବା କଥା ଆସେ ସେତେବେଳେ ସେମାନେ ‘ଅବିଚାରିତ ଭାବେ ଖରିଦ’କରିଥାନ୍ତି ଏବଂ ତଦ୍ଦ୍ବାରା ସେମାନେ ଏହା କାହିଁକି ସର୍ବୋତ୍ତମ ତାହା ଅନେକ ସମୟରେ ନ ଜାଣି ସବୁଠାରୁ ଭଲ ଖରିଦ କରୁଥିବା ମନେକରନ୍ତି। ସେହିଭଳି ଟିବିଡବ୍ଲ୍ୟୁଏ ଦ୍ୱାରା ପରିକଳ୍ପନା କରାଯାଇଥିବା ଏହି ପ୍ରଚାର ଅଭିଯାନରେ ବଲିଉଡ୍‌ ସୁପରଷ୍ଟାର ଆଲିଆ ଭଟ୍ଟ ଓ ଆୟୁଷ୍ମାନ ଖୁରାନା ଅଭିନୟ କରୁଛନ୍ତି। ବିଶେଷକରି ଟାଟା ଆଇପିଏଲ୍‌-୨୦୨୩ ଅବସରରେ ଏହି ଟିଭିସିକୁ ଡିଜିଟାଲ ପଦ୍ଧତିରେ ପ୍ରସାରଣ କରାଯିବ ଏବଂ ତାହା ସହିତ ଏହା ସମସ୍ତ ଅଗ୍ରଣୀ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହେବ। ଏ ସମ୍ପର୍କରେ ଜେଏସଡବ୍ଲ୍ୟୁ ପେଣ୍ଟ୍‌ସର ଜଏଣ୍ଟ ଏମ୍‌ଡି ତଥା ସିଇଓ ସୁନ୍ଦରେସନ ଏ.ଏସ୍‌. କହିଛନ୍ତି, ଆମେ ଭବିଷ୍ୟତର ପେଣ୍ଟ୍‌ସ କମ୍ପାନୀ ନିର୍ମାଣ କରୁଥିବାବେଳେ ଗ୍ରାହକମାନଙ୍କୁ ଏକ ସୂଚିତ ପସନ୍ଦ ପ୍ରଦାନ କରାଇବାରେ ଆମର ଲକ୍ଷ୍ୟ ରହିଛି। ଏପରିକି ଏହି ପ୍ରଚାର ଅଭିଯାନ ଜରିଆରେ ଗ୍ରାହକମାନଙ୍କୁ ସଚେତନ କରାଇବ ସହ ବଜାର ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବା। ସେହିଭଳି ଅନେକ ସମୟରେ ଗ୍ରାହକମାନଙ୍କୁ କମ୍ପାନୀଗୁଡିକୁ ପକ୍ଷରୁ ଯାହା ବଜାର ଜରିଆରେ ଯୋଗାଇ ଦିଆଯାଉଛି, ତାହା କିଣିବାକୁ ସେମାନେ ଅନ୍ଧ ଭାବେ ଆଗେଇଯାଆନ୍ତି ଏବଂ ସେମାନେ କ’ଣ ପାଉଛନ୍ତି ତାହା ସେମାନଙ୍କୁ ମଧ୍ୟ ଜଣା ନ ଥାଏ। ଏପରିକି ଗ୍ରାହକଙ୍କୁ ଉସୁକାଇବାର ଏକ ମାଧ୍ୟମ ଭାବେ ସୱାଲିଆ ଗ୍ରାହକମାନଙ୍କୁ ପ୍ରଶ୍ନ ପଚାରିବା ଏବଂ ଠିକ୍‌ ପସନ୍ଦ କରିବାକୁ ପ୍ରେରିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri