ନେହାଙ୍କ କାଣ୍ଟା ଲଗା ଲୁକ୍; ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ନୂଅା ଲୁକ୍କୁ ନେଇ ଚର୍ଚ୍ଚାରେ କିଛି ଦିନ ତଳେ ରିଲିଜ ହୋଇଥିବା ତାଙ୍କର ଗୀତ କାଣ୍ଟା ଲଗାରେ ପିନ୍ଧିଥିବା ପୋଷାକର ଅନେକ ଫଟୋ ସେ ସୋସିଅାଲ ମିଡିଅାରେ ଛାଡ଼ିଛନ୍ତି ସୋସିଅାଲ ମିଡିଅାରେ ବେଶ୍ ଅାିଭ ଥିବା ନେହାଙ୍କ ଫଟୋକୁ ପ୍ରଶଂସକ ପସନ୍ଦ କରୁଥିବା ଦେଖାଯାଇଛି
ନୂଅା ଲୁକ୍ରେ ଗୋଲାପି ରଙ୍ଗର କ୍ରପ୍ ଟପ୍ସ୍ ଏବଂ ଗ୍ରୀନ୍ କଲର ସଟ୍ସ ସାଙ୍ଗକୁ ହେୟାର କଲର ଜବରଦସ୍ତ ନେହାଙ୍କ ଲୁକ୍କୁ କମ୍ପ୍ଲିମେଣ୍ଟ ଦେଉଛି ସ୍ବାମୀ ରୋହନପ୍ରିତ ସିଂହ, ଭାଇ ଟୋନି କକ୍କର ଏଥିରେ ହୃଦୟ ଇମୋଜି ସହ ପ୍ରତିକ୍ରିୟା ଦେଇଛନ୍ତି
କହିରଖୁଛୁ, କାଣ୍ଟା ଲଗାଗୀତରେ ପ୍ରଥମ ଥର ପାଇଁ ନେହାଙ୍କ ସହ ୟୋ ୟୋ ହନି ସିଂହଙ୍କୁ ଦେଖାଯାଇଥିଲା ସେ ଗୀତର କିଛି ପାର୍ଟ ଗାଇଥିଲେ ରିଲିଜ ହେବା ଦିନରୁ ଏହା ଟ୍ରେଣ୍ଡିଂରେ ରହିଅାସୁଛି

Share