ନେହା ଭାସିନ୍‌ କରୋନା ସଂକ୍ରମିତ

ମୁମ୍ବାଇ: ‘ବିଗ୍‌ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍‌ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଗତ ୪୮ ଘଣ୍ଟା ଧରି ଜ୍ୱରରେ ପୀଡିତ ଅଛନ୍ତି।
ଇନଷ୍ଟାଗ୍ରାମରେ ସେ ଶେୟାର କରି ଲେଖିଛନ୍ତି, ‘ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ .. ମୁଁ ଶୀଘ୍ର ଭଲ ହୋଇଯିବି। ସୁରକ୍ଷିତ ରୁହନ୍ତୁ।’

 

Share