Categories: ଜାତୀୟ

ଘୋଷଣା ହେଲା NEET 2024 ପରୀକ୍ଷା କାର୍ଯ୍ୟସୂଚୀ, ଜୁଲାଇରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ,୯।୧: ଘୋଷଣା ହୋଇଛି ନିଟ ପିଜି ୨୦୨୪ ପରୀକ୍ଷା ତାରିଖ। ୨୦୨୪ ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏଗଜାମିନେଶନ ଇନ ମେଡିକାଲ ସାଇନ୍ସେସ(ଏନବିଇଏମଏସ) ନିଜ ଅଫିସିଆଲ ଓ୍ବେବସାଇଟ nbe.edu.in ରେ ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିଛି। ଖୁବଖୁଶୀଘ୍ର ରେଜିଷ୍ଟ୍ରେସନ ତାରିଖ ମଧ୍ୟ ଜାରି କରାଯିବ। ତେବେ କାଉନସେଲିଂ ଅଗଷ୍ଟ ପ୍ରଥମ ସପ୍ତାହରେ ହେବ।

Share