Posted inଜାତୀୟ

ଏନ୍‌ଡିଏ ଦି ଫାଳ! ବଡ଼ ଗେମ୍‌ ଖେଳିପାରେ କଂଗ୍ରେସ

ବେଙ୍ଗାଲୁରୁ,୧।୮: କର୍ନାଟକରେ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନରେ କର୍ନାଟକର ଦୁଇଜଣ ଏମ୍‌ପିଙ୍କୁ ଦେବା ସତ୍ତ୍ୱେ କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରଣାଳୟ ପାଇଛନ୍ତି। ସେ ଶିଳ୍ପ ଏବଂ ଇସ୍ପାତ ପରି ମନ୍ତ୍ରଣାଳୟ ପାଇଲେ। ଏହା ସତ୍ତ୍ୱେ କୁମାରସ୍ବାମୀ ଭାରତୀୟ ଜନତା ପାର୍ଟିରେ ଉପରେ ରାଗିଛନ୍ତି।
ଖବର ଅନୁଯାୟୀ, କର୍ନାଟକରେ କୁମାରସ୍ବାମୀଙ୍କ ରାଗ ପାଇଁ ଭାଜପାର ପଦଯାତ୍ରା ବ୍ୟାହତ ହୋଇପାରେ। କୁମାରସ୍ବାମୀ ସ୍ପଷ୍ଟ ଭାବେ କହିଛନ୍ତି, ଜେଡିଏସ ଭାଜପାର ପଦଯାତ୍ରାକୁ ଅଂଶଗ୍ରହଣ କରିବ ନାହିଁ କିମ୍ବା ସମର୍ଥନ କରିବ ନାହିଁ।
କୁମାରସ୍ବାମୀ ଏହାର କାରଣ ଦର୍ଶାଇଛନ୍ତି ଯେ, ଗୋଟିଏ ପଟେ ଭାଜପା ତାଙ୍କ ଉପରେ ବିଶ୍ୱାସ କରୁନାହିଁ ଏବଂ ଅନ୍ୟ ପଟେ ପ୍ରିତମ ଗୌଡାଙ୍କୁ ପଦଯାତ୍ରାରେ ସାଙ୍ଗରେ ନେବାକୁ ବାଛିଛି। ଏକଦା ପ୍ରିତମ ଦେବ ଗୌଡା ଏବଂ କୁମାରସ୍ବାମୀଙ୍କୁ ଉଠାଇ ଫୋପାଡି ଦେବାକୁ ସୁପାରି ଦେଇଥିଲେ। କୁମାରସ୍ବାମୀ ଦେଇଥିବା ତୃତୀୟ କାରଣ ହେଉଛି, ପଦଯାତ୍ରା ପାଇଁ ଭୁଲ ସମୟ ବାଛିଛି ଭାଜପା।
କୁମାରସ୍ବାମୀ କହିଛନ୍ତି, ଏହା ହେଉଛି ବର୍ଷା ସମୟ। ଶହ ଶହ ଗାଁ ଉଜୁଡି ଯାଇଛି।ଏବଂ ହଜାର ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି। ତେବେ କିଏ ଏହି ପଦଯାତ୍ରାକୁ ସମର୍ଥନ କରିବ।
କର୍ନାଟକ କଂଗ୍ରେସ ସରକାର ନାଁରେ ଘୋଟାଲା ଅଭିଯୋଗ ଆଣିଛି ଭାଜପା। ସିଦ୍ଧରମୈୟାଙ୍କ ସ୍ତ୍ରୀ ମହୀଶୁର ସହରୀ ବିକାଶ ପ୍ରାଧିକରଣର ଜମି ଚୁକ୍ତିରେ ଅଭିଯୋଗ ହୋଇଛି। ଏହି କାରଣରୁ ଭାଜପା ୩ ରୁ ୧ବ୦ ଅଗଷ୍ଟ ମଧ୍ୟରେ ଏକ ପଦଯାତ୍ରା କରୁଛି, କିନ୍ତୁ ଏମ୍‌ଡି କୁମାରସ୍ବାମୀଙ୍କ ଅସନ୍ତୋଷ ହେତୁ କଂଗ୍ରେସ ବଡ ଗେମ୍‌ ଖେଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri