Posted inଜାତୀୟ

ଏନ୍‌ଡିଏ ସରକାର ଗଢିପାରେ ହେଲେ ପ୍ରକୃତ ବିଜୟୀ ହେଉଛନ୍ତି ତେଜସ୍ୱୀ: ଶିବସେନା

ମୁମ୍ବାଇ,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏକ ଷ୍ଟାଟିିସକାଲ ଗେମ୍‌ରେ ନ୍ୟାଶନାଲ ଡେମେକ୍ରାଟିକ ଆଲାଏନ୍ସ(ଏନ୍‌ଡିଏ) ବିଜୟ ଲାଭ କରିଛି ସତ । ହେଲେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ପ୍ରମାଣ କରି ଦେଇଛନ୍ତି ରାଜ୍ୟରେ ତାଙ୍କ ଦଳ ହିଁ ଏକେଲା ସବୁଠାରୁ ବଡ ଦଳ । ତେଣୁ ଏଥିରେ ତେଜସ୍ୱୀ ପ୍ରକୃତ ବିଜୟୀ ବୋଲି କହିଛି ଶିବସେନା । ଶିସେନାର ମୁଖପତ୍ର ସାମନାରେ ଏହା କୁହାଯାଇଛି । ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ ଏହାର ମ୍ୟାଜିକ୍ ନମ୍ବର ହେଉଛି ୧୨୨ । ହେଲେ ନୀତିଶଙ୍କୁ ମିଳିଛି ୧୨୫ । ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ କେତେଦୂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତୀଶ କୁମାର ବିଜୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ, ୩୧ ବର୍ଷୀୟ ନେତା ତେଜସ୍ୱୀ ଯାଦବ ଏକେଲା ଲଢଇ ଶହେରୁ ଊର୍ଦ୍ଧ୍ୱ ଆସନରେ ବିଜୟ ଲାଭ କରିବା କିଛି କମ୍ କଥା ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର

ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଗୁଜରାଟ ପରାଜୟ ପରେ କଂଗ୍ରେସର ଘରକଳି ତେଜିଲା…

ଅହମଦାବାଦ,୧୪।୧୨ : ଗୁଜରାଟ ନିର୍ବାଚନ ଫଳାଫଳ ସହିତ ରାଜ୍ୟରେ କଂଗ୍ରେସରେ ଘରକଳି ଏବେ ପଦାକୁ ଆସିଛି। କଂଗ୍ରେସର ଗୁଜରାଟ ୟୁନିଟ ନେତା ତଥା ପୂର୍ବତନ ବିଧାୟକ...

୫ ଶହ କିଲୋଗ୍ରାମ୍‌ ଆମ୍ବରେ ହେଲା ବାଲାଜୀଙ୍କ ଆମ୍ରାଭିଷେକ

ଇନ୍ଦୋର,୮।୬: ମଧ୍ୟପ୍ରଦେଶ ଇନ୍ଦାରଠାରେ ଥିବା ତିରୁପତି ବାଲାଜୀଙ୍କ ମନ୍ଦିରରେ କରାଯାଇଛି ଏକ ସ୍ବତନ୍ତ୍ର ଅଭିଷେକ। ୫ କିଲୋଗ୍ରାମ୍‌ ଅମ୍ବରେ ଭଗବାନ ବାଲାଜୀଙ୍କ ଆମ୍ରାଭିଷେକ ହୋଇଛି। ଅତ୍ୟଧିକ...

ଦେଶରେ ଆଜି ୪୪୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ...

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି...

ଶକ୍ତି ପରୀକ୍ଷା ପୂର୍ବରୁ ସିନ୍ଧେ ସରକାର ଦେବେ ଅଗ୍ନି ପରୀକ୍ଷା

ମୁମ୍ବାଇ,୩ ।୭: ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ରବିବାର ହେବ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ଶିବସେନା ବିଧାୟକ ରାଜନ ସାଲଭି ଓ ଭାରତୀୟ...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଲା ଡମ୍ପର

ମୁମ୍ବାଇ,୨୦।୧: ମହାରାଷ୍ଟ୍ରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଶିବସେନା ନେତା ଦୀପକ ସାୱନ୍ତ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଘୋଡବନ୍ଦର ରାଜପଥରେ ତାଙ୍କ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ...

Advertisement
Archives

Model This Week