ଦାୟିତ୍ୱ ଦେଲେ ନବୀନ: ବିଜେଡି ୪୫ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ)-ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଗୁରୁବାର ବିଜେଡି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସମ୍ପାଦକ କିଶୋର ଚନ୍ଦ୍ର ତରାଇଙ୍କୁ ଅନୁସୂଚୀତ ଜାତି ଶସକ୍ତିକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ସଙ୍ଘମିତ୍ରା ଦଳାଇଙ୍କୁ ଅନୁସୂଚୀତ ଜାତି ଶସକ୍ତିକରଣ, ଅନୁଭବ ପଟ୍ଟନାୟକଙ୍କୁ ମହିଳା ଶସକ୍ତିକରଣ, କେ. ଶାନ୍ତିଙ୍କୁ ମହିଳା ସଶକ୍ତିକରଣ, ବିଷ୍ଣୁ ପ୍ରିିୟା ଦାସଙ୍କୁ ମହିଳା ଶସକ୍ତିକରଣ, ଅମରେଶ ପତ୍ରୀଙ୍କୁ ଯୁବ ବ୍ୟାପାର, ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାରର, ଅମରଜିତ ସେନାପତିଙ୍କୁ ଛାତ୍ର ବ୍ୟାପାର, ମନ୍ଦାକିନୀ କରଙ୍କୁ ଛାତ୍ର ବ୍ୟାପାର, ବିଶ୍ୱଜିତ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁଙ୍କୁ ସଶକ୍ତ ଓଡିଶା, ସାୈଭାଗ୍ୟ ନାୟକଙ୍କୁ ସଶକ୍ତ ଓଡିଶା, ସୁବ୍ରମନିୟମ ମହାନ୍ତିଙ୍କୁ ଶସକ୍ତ ଓଡିଶା, ସୁବାସ ମହାରଣାଙ୍କୁ ସଶକ୍ତ ଓଡିଶା, ଶୈଳେଶ ଡାନିଙ୍କୁ ସଶକ୍ତ ଓଡିଶା, ରବି ନାରାୟଣ ନନ୍ଦଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ସଂଗ୍ରାମ ପାଇକରାୟଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ଶଶୀ ସାହୁଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ପ୍ର୍ରୟାସକାନ୍ତୀ ସାମଲ କଳା, ସଂସ୍କୃତି ମାନବ ସମ୍ବଳ, ମାରୁତ ପାଲୋଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ସେକ ନିଜାମ୍ମୁଦ୍ଦିନଙ୍କୁ ସଂଖ୍ୟା ଲଘୁ ବ୍ୟାପାର, ମହମ୍ମଦ ଡବ୍ଲ୍ୟୁ ସାକିଲଙ୍କୁ ସଂଖ୍ୟା ଲଘୁ ବ୍ୟପାର, ଭୁବନେଶ୍ୱର କିଷାନଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର ଏବଂ ଭାରତୀ ସିଂଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର ଦାୟିତ୍ୱ ଦିଆଯାଇଛି। ସେହିପରି କୃଷ୍ଣ ଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର, ସୁବାସ ପାତ୍ରଙ୍କୁ ଓଡିଶା ମୋ ପରିବାର, ଦୁର୍ଗା ସାମନ୍ତରାୟଙ୍କୁ ଓଡିଶା ମୋ ପରିବାର, ଅଜୟ ନାୟକଙ୍କୁ ଓଡିଶା ମୋ ପରିବାର, ଶିଶିର ପରିଜାଙ୍କୁ ଓଡିଶା ମୋ ପରିବାର, ମୀରା ପରିଡାଙ୍କୁ ଓଡିଶା ମୋ ପରିବାର, ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ସାମାଜିକ କଲ୍ୟାଣ, ସରୋଜ କର୍ନଙ୍କୁ ସାମାଜିକ କଲ୍ୟାଣ ଟି. ପ୍ରସାଦରାଓ ଦୋରାଙ୍କୁ ସାମାଜିକ କଲ୍ୟାଣ, ଜଗଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ, ସ୍ବାଧୀନ ନାୟକଙ୍କୁ ଆଞ୍ଚଳିକ ଉନ୍ନୟନ, କୁନାବିହାରୀ ଦାସଙ୍କୁ ଆଞ୍ଚଳିକ ଉନ୍ନୟନ, ସନ୍ତୋଷ ପଟ୍ଟନାୟକଙ୍କୁ ଆଞ୍ଚଳିକ ଉନ୍ନୟନ, ହର୍ଷବର୍ଦନ ସିଂଦେଓ ଆଞ୍ଚଳିକ ଉନ୍ନୟନ, ରଞିତ ସାହୁ ଆଞ୍ଚଳିକ ଉନ୍ନୟନ, ଉତର ପାତ୍ରଙ୍କୁ ପରିବେଶ, ତପନ ଦାସଙ୍କୁ ପରିବେଶ, କୃଷ୍ଣ ପଣ୍ଡାଙ୍କୁ ପରିବେଶ, ତ୍ରିନାଥ ଗୋଏଲଙ୍କୁ ପରିବେଶ ଏବଂ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri