ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ।

ନବରାତ୍ରି ଅଷ୍ଟମୀ କିମ୍ବା ନବମୀ ଦିନ ୧୦୮ ଟି ଲବଙ୍ଗ ନିଅନ୍ତୁ। ପରେ ଏହାକୁ ମା’ଙ୍କ ହୋମ କୁଣ୍ଡର ନିଆଁରେ ପକାନ୍ତୁ।
ପରେ ମା’ଙ୍କ ମନ୍ତ୍ର ପଢ଼ି ଗୋଟିଏ ପରେ ଗୋଟିଏ ଲବଙ୍ଗକୁ ହୋମକୁଣ୍ଡରେ ପକାନ୍ତୁ। ପୁରା ଲବଙ୍ଗ ସରିବା ପରେ ଶତ୍ରୁ ଏବଂ ବିରୋଧୀ ଶାନ୍ତ ହୋଇଯିବାକୁ ପ୍ରାର୍ଥନା କରନ୍ତୁ।