Categories: ଜାତୀୟ

ଭାରତୀୟ ରାଜନୀତିର ନଟଓ୍ବରଲାଲ ଲାଲୁ-ରାହୁଲଙ୍କୁ ଅନୁସରଣ କରୁଛନ୍ତି: କେଜରିଓ୍ବାଲଙ୍କୁ ନେଇ ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୩।୪ : ଭାରତୀୟ ରାଜନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନଟଓ୍ବରଲାଲ ସାଜିଛନ୍ତି। ସେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିବା ନେଇ ଭାଜପା ଜାତୀୟ ପ୍ରବକ୍ତା ଶେହଜାଦ ପୁନାଓ୍ବାଲା କଟାକ୍ଷ କରିଛନ୍ତି। ନିଜ ଆଦର୍ଶରୁ ହଟି କେଜରିଓ୍ବାଲ ବିବହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି।

ନିଜ ରାଜନୈତିକ ଜୀବନରେ କେଜରିଓ୍ବାଲ ସର୍ବାଧିକ ୟୁ-ଟର୍ନ କରିଥିବାବେଳେ ପୂର୍ବରୁ ଆନା ହଜାରେଙ୍କ ଆଦର୍ଶ ଆପେଣଇ ପରେ ପୁଣି ସେଥିରୁ ହଟି ଯାଇଥିଲେ।

Share