ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ...