Categories: ଜାତୀୟ

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୋଷୀ ସାବସ୍ତ ହେବା ପରଠାରୁ ସେ ନାଗପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଭାବେ ଜୀବନ କାଟୁଥିଲେ।

Share