ମନ୍‌ସୁନ୍‌ ଫ୍ୟାଶନ

ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍‌ ସଚେତନ। ତେବେ ଆପଣ ଯଦି ଏ ମନ୍‌ସୁନ୍‌ରେ ନିଜ ଗେଟ୍‌ଅପ୍‌କୁ ନେଇ ଚିନ୍ତିତ ତେବେ ଜାଣି ରଖନ୍ତୁ କେତୋଟିି କଥା…

ଓ୍ବାନ୍‌ ପିସ୍‌ ଶର୍ଟ ଡ୍ରେସ୍‌: ବର୍ଷାଦିନେ ପାଣି କାଦୁଅ ଆଦିରେ ଶୀଘ୍ର ଶୁଖିପାରୁଥିବା ଭଳି ଓ୍ବାନ ପିସ୍‌ ଡ୍ରେସ୍‌ ସବୁଠୁ ଭଲ। ଏହା ପିନ୍ଧିବାକୁ ଯେତିକି କମ୍ଫର୍ଟେବଲ୍‌ ଦେଖିବାକୁ ସେତିକି ଷ୍ଟାଇଲିସ୍‌ ମଧ୍ୟ। ତା’ଛଡା ଏଥିରେ ଓଢଣି କିମ୍ବା ଶାଢିରେ ପାଣି କିମ୍ବା କାଦୁଅ ଲାଗିଯିବା ଭଳି ଟେନ୍‌ଶନ୍‌ ବି ନାହିଁ।
କୁଲୋଟ୍ସ: ଏହି ଡ୍ରେସ୍‌ ବର୍ତ୍ତମାନ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାର ବିଭିନ୍ନ କଲର ଏବଂ ଭେରାଇଟି ମାର୍କେଟରେ ମିଳୁଛି। ଏହାକୁ ଉଭୟ ଫର୍ମାଲ ଏବଂ କାଜୁଆଲ ଗେଟ୍‌ଅପ୍‌ ଭାବେ ବ୍ୟବହାର କରାଯାଇପାରୁଥିବାରୁ ଏହାର ଚାହିଦା ବର୍ତ୍ତମାନ ଅଧିକ ରହିଛି। ତା’ଛଡା ଏହାର ଫୁଲ୍‌ ଲେନ୍ଥ ଏବଂ ଥ୍ରୀଫୋର୍ଥ ଲେନ୍ଥ ବି ରହିଛି, ଯାହାକୁ ବିଭିନ୍ନ ଷ୍ଟାଇଲିସ୍‌ ଟପ୍ସ ସହ ପେୟାର କଲେ ସୁନ୍ଦର ଲାଗିଥାଏ। ବିଶେଷ କରି ଲେନିନ୍‌ କ୍ରପ୍‌ଟପ୍‌ କିମ୍ବା ଡେନିମ୍‌ ଜ୍ୟାକେଟ୍‌ ସାଙ୍ଗେ ଏହାର କମ୍ବିନେଶନ୍‌ ଫ୍ୟାଶନେବଲ୍‌ ଲାଗିଥାଏ। ଏହା ବର୍ଷା ପାଣି ଲାଗିଲେ ଖୁବ୍‌ ଶୀଘ୍ର ଶୁଖିବା ସହିତ ଗୋଡରେ ଅଧିକ ସମୟ ପାଣି ଲାଗି ଫଙ୍ଗାଲ୍‌ ଇନ୍‌ଫେକ୍ସନ, ଥଣ୍ଡା ଭଳି ସମସ୍ୟା ଉପୁଜି ନ ଥାଏ।
ବେଲ୍‌ ସ୍ଲିଭ୍‌ ଡ୍ରେସ୍‌: ଢିଲା ହାତ ଥିବାରୁ ଏହି ଡ୍ରେସ୍‌ ପିନ୍ଧିବାକୁ ଖୁବ୍‌ ଆରାମଦାୟକ। ତା’ଛଡା ବେଲ୍‌ ସ୍ଲିଭ୍‌ ଥିବା ଫ୍ରକ୍‌, କୁର୍ତ୍ତି ହେଉ କିମ୍ବା ଟପ୍ସ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ। ଏହି ଟପ୍ସକୁ ଶଟର୍‌ସ, ରଫ୍‌ ଜିନ୍ସ ଆଦି ସହ ପିନ୍ଧିଲେ ଟ୍ରେଣ୍ଡି ଲାଗିଥାଏ। ଏହା ଢିଲା ହୋଇଥିବାରୁ ବର୍ଷାଦିନେ କ୍ୟାରି କରିବା ସହଜ।
ବଡିକନ୍‌ ଡ୍ରେସ୍‌: ନି ଲେନ୍ଥ ବଡିକନ୍‌ ଡ୍ରେସ୍‌ ମନ୍‌ସୁନ୍‌ ଫ୍ୟାଶନ୍‌ ଲାଗି ବେଷ୍ଟ ଚଏସ୍‌। କାରଣ ଏହା ଅପେକ୍ଷାକୃତ ଷ୍ଟାଇଲିସ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ଦିଏ। ତା’ଛଡା ବର୍ଷାରେ ଓଦା କିମ୍ବା କାଦୁଅ ଲାଗିବାର ଟେନ୍‌ଶନ୍‌ ବି ଏଥିରେ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri