Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦିଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କିଡନୀ ସମ୍ବନ୍ଧୀୟ ସମସ୍ୟା ହେତୁ ପ୍ରହ୍ଲାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ୫ ଭଉଣୀଭାଇ ଅଛନ୍ତି। ପ୍ରହ୍ଲାଦ ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରହ୍ଲାଦ ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଚଳାନ୍ତି ଏବଂ ସହରରେ ଟାୟାର ଶୋ’ରୁମ ମଧ୍ୟ ଅଛି।

Share