Categories: ଫୁରସତ

୨୦୧୯ ଓ ୨୦୨୦ରେ କ’ଣ ରହିଛିି ଫରକ୍‌: ମହିଳା ଫଟୋ ଶେୟାର କରି ଜଣାଇଲେ

ସରନ୍‌ ଓ୍ବଗ୍‌, ହେଉଛନ୍ତି ଜଣେ ବ୍ଲଗର। ସେ ସାଉଥ୍‌ ଆଫ୍ରିକାର କ୍ୟାପ୍‌ଟାଉନ୍‌ରେ ରୁହନ୍ତି। ସରନ ବୁଲାବୁଲି କରିବାକୁ ବହୁତ ଭଲ ପାଆନ୍ତି। ହେଲେ କରୋନା ଯୋଗୁ ସେ ଆଉ ଘରୁ ବାହାରକୁ କୁଆଡେ ଯାଇପାରୁ ନାହାନ୍ତି। ତେଣୁ ସେ ଘରେ ବସି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଶେୟାର କରି ୨୦୧୯ ଓ ୨୦୨୦ ମଧ୍ୟରେ କ’ଣ ଫରକ୍‌ ରହିଛି ତାହା ସେ ଜଣାଇଛନ୍ତି। ଜାଣିବା ଏହିସବୁ ଫଟୋ ମାଧ୍ୟମରେ…

Share