ପ୍ରଥମ ଦେଖାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ହିରୋ ମହେଶ ବାବୁ ଏବଂ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକର ୧୦ ଫେବୃୟାରୀରେ ସେମାନଙ୍କର ୧୬ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି ଏହି ବିଶେଷ ଅବସରରେ ମହେଶ ବାବୁ ଏକ ରୋମାଣ୍ଟିକ ଫଟୋ ଶେୟାର କରି ନମ୍ରତାଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି ଏବଂ ସବୁଦିନ ପାଇଁ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏଥତ୍ସହିତ ନମ୍ରତା ଏକ ସୁନ୍ଦର ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ମହେଶଙ୍କୁ କିସ୍ କରୁଥିବା ଦେଖାଯାଉଛି ଏମାନଙ୍କ ଏହି ଫଟୋ କହୁଛି ସେମାନଙ୍କ ସମ୍ପର୍କ କେତେ ସୁଦୃଢ଼
ଜଣାନ୍ତୁ ମହେଶ ବାବୁ ପ୍ରଥମ ଦେଖାରୁ ନମ୍ରତାଙ୍କ ପ୍ରେମରେ ପଡ଼ିଥିଲେ
ନମ୍ରତା ମହେଶଙ୍କଠାରୁ ୪ ବର୍ଷ ବଡ଼ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ବୟସ କେବେ ବାଧା ସୃଷ୍ଟି କରି ନ ଥିଲା
ଫିଲ୍ମ ବାମସି ସେଟରୁ ତାଙ୍କର ପ୍ରଥମ ଦେଖା ହୋଇଥିଲା

Share