ମୋତେ ଯାହା ଦରକାର ଥିଲା ତାହା ମିଳିଯାଇଛି: ମାନୁଷି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ ପୃଥ୍ବିରାଜ’୧୭୫ କୋଟିର ବିଗ ବଜେଟରେ ନିର୍ମାଣ କରାଯାଇଥିଲା। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେହି ପରିମାଣରେ ଏଣ୍ଟରଟେନ କରିପାରି ନ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଏହି ଫିଲ୍ମରେ ୨୦୧୭ର ମିସ ଓ୍ବାର୍ଲଡ ମାନୁଷି ଛିଲ୍ଲର ଡେବ୍ୟୁ କରିଥିଲେ। ଫିଲ୍ମ ଫ୍ଲପ ହେବା ପର ଏବେ ମାନୁଷି ଏହାକୁ ନେଇ ରିଆକ୍ଟ କରିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ବହୁତ ପରିଶ୍ରମ କରିଥିଲି, ତେଣୁ ଏହା ନିରାଶାଜନକ। ମୁଁ ଜାଣିଲି ଯେ ଅନେକ ଲୋକ ଏକାଠି ହୋଇ ଏକ ଚଳଚ୍ଚିତ୍ର ର୍ନିମାଣ ପାଇଁ ବହୁତ ପରିଶ୍ରମ କରନ୍ତି। ଜଣେ କଳାକାର ଭାବରେ, ତୁମେ ତୁମର ସର୍ବୋତ୍ତମ ଦେଇପାରିବ ହେଲେ ଫଳାଫଳ ତୁମର ନିୟନ୍ତ୍ରଣରେ ରହିବ ନାହିଁ। ଆପଣ ଦର୍ଶକଙ୍କୁ ନିୟନ୍ତ୍ରଣ କରିପାରିବେ ନାହିଁ। କିନ୍ତୁ ଏହା ମୋର ପ୍ରଥମ ମୁଭି ହୋଇଥିବାରୁ ମୁଁ ଟିକେ ଲସ୍‌ କରିଥିବା ଅନୁଭବ କଲି।
ହେଲେ ଯେତେବେଳେ ମୁଁ ପଛକୁ ଚାହିଁଲି, ମୋତେ ଲାଗେ ଯେ ମୁଁ ଫିଲ୍ମରୁ ଯାହା ଚାହୁଁଥିଲି ତାହା ପାଇଛି। ମୁଁ ବହୁତ କିଛି ଶିଖିଛି ଗୋଟିଏ ସେକ୍ସନ ଏମିତି ମଧ୍ୟ ଅଛି ଯାହା ଫିଲ୍ମକୁ ପସନ୍ଦ କରେ ସବୁ ମୁଭି ଭଲ ହୁଏନାହିଁ। ଯଦି ଆପଣ ଲଜିକାଲି ଦେଖନ୍ତି ତେବେ ଇଣ୍ଡଷ୍ଟ୍ରିରେ ସଫଳତା ଅନୁପାତ ବହୁତ କମ। ଅଧିକାଂଶ ମୁଭି ଭଲ ହୋଇ ନ ଥାଏ। ହେଲେ ମୋତେ ଖଣାପ ଲାଗୁ ନାହିଁ। ସୌଭାଗ୍ୟବଶତଃ ମୁଁ କାମ ବନ୍ଦ କରି ନାହ। ମୁଁ ଲଗାତାର ଭାବ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛି ।
ଏହା ବ୍ୟତୀତ ଅଭିନେତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଥମେ ଇଣ୍ଡଷ୍ଟ୍ରିର ଲୋକମାନେ କହିଥିଲେ ଯେ ବିୟୁଟି ପେଜେଂଟ ଓ୍ବିନର୍ସ ଭଲ ଅଭିନେତ୍ରୀ ହୁଅନ୍ତି ନାହିଁ। ସେ କହିଥିଲେ, ‘ମୁଁ ଯେତେବେଳେ ଏଠାକୁ ଆସିଥିଲି, ଇଣ୍ଡଷ୍ଟ୍ରିର ଲୋକମାନେ କହିଥିଲେ ଯେ ଆପଣ ଜାଣନ୍ତି ଲୋକମାନେ ଭାବନ୍ତି ଯେ ପେଜେଣ୍ଟ ଗର୍ଲସମାନେ ଅଭିନୟ କରିପାରିବେ ନାହିଁ। ଓ୍ବାଇଆରଏଫରେ ମଧ୍ୟ ମୋତେ କୁହାଯାଇଥିଲା ଯେ ଆପଣଙ୍କୁ ଅଧିକ କାମ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri