Categories: ଜାତୀୟ

ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଣିପୁର,୧୫।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏନ. ବିରେନ ସିଂ। ଏ ନେଇ ରବିବାର ବିରେନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ। ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ହୋମ ଆଇସୋଲେଶନରେ ଅଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

Share