Posted inଫୁରସତ

୧୩ ଦିନ ଜେଲ୍‌ ଦଣ୍ଡ; ୧୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍‌ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର ଜିଲାର ବୁଦ୍ଧାନା ସହରରୁ ସାମ୍ନାକୁ ଆସିଛି। ନାଫିସ ନାମକ ଜଣେ ଯୁବକ ୨୬ ଅଗଷ୍ଟ ୨୦୧୦ ମସିହାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେଇଥିଲେ। ଏହି ମାମଲାରେ ଜୁଡ଼ିସିଆଲ ମାଜିଷ୍ଟେଟ୍‌ ପରବିନ୍ଦର ସିଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଧାରା ୨୯୪ ଅନୁଯାୟୀ (ସର୍ବସାଧାରଣ ସ୍ଥାନରେ ଅଶୀଳ କାର୍ଯ୍ୟ) ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୩ ଦିନ ଜେଲ୍‌ ଓ ୧୫୦୦ ଟଙ୍କା ଜରିମାନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦୂତ ସାଜିଲେ ଡେଲିଭରୀ ବୟ

ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା...

ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ

ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ...

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ।...

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ଖ୍ରୀଷ୍ଟମାସ ଟ୍ରି। କାରଣ କେତେକଙ୍କର ବିଶ୍ୱାସ ଥାଏ ଯେ, ଯେଉଁ ଘରେ ସୁନ୍ଦର ଭାବରେ ସଜାଇବାକୁ ଲୋକେ ତତ୍ପରତା...

ଅକ୍ସିଜେନ ପାର୍ଲର

ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ...

କୁମ୍ଭୀରକୁ ଏମିତି ଗୁଡ଼ାଇ ଧରିଥିଲା ବିଶାଳକାୟ ଆନାକୋଣ୍ଡା, ଆଉ ତା’ ପରେ…

ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏସବୁ ଭିଡିଓକୁ କ୍ୟାମେରାରେ କଏଦ କରିବା ଜଣେ ଫଟୋଗ୍ରାଫର ପାଇଁ ବହୁତ...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

ଭୂତ ରେଷ୍ଟୁରାଣ୍ଟ ‘ଲା ମାସିୟା ଏଁକାଟଣ୍ଡା’: ପ୍ରବେଶ କରୁ କରୁ ଡରରେ ଥରିବେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଅଜବ ପ୍ରକାରର ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। ସେହିଭଳି ଏକ ଅଜବ ଥିମ୍‌ର ରେଷ୍ଟୁରାଣ୍ଟ ଅଛି ସ୍ପେନରେ, ଯାହାର ନାଁ...

Advertisement
Archives

Model This Week