ଏହି ୩ ରାଶିର ଜାତକଧାରୀ ହୋଇଯାଆନ୍ତୁ ସାବଧାନ: ଜାନୁଆରୀ ପହିଲାରୁ ବଢ଼ିପାରେ ସମସ୍ୟା, ଚାକିରି ଉପରେ ଆସିପାରେ ବିପଦ…

ଆସୁଛି ନୂଆ ବର୍ଷ ୨୦୨୫। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଆରମ୍ଭ ଗ୍ରହର ପରିବର୍ତ୍ତନ ସହ ହେଉଛି। ପ୍ରଥମ ଦିନ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିଛନ୍ତି। ଏମିତିରେ କିଛି ରାଶିର ଜାତକଧାରୀଙ୍କୁ ସାବଧାନ ରହିବାକୁ ହେବ। ନୂଆ ବର୍ଷ ଏସବୁ ରାଶି ପାଇଁ କଷ୍ଟକର ହୋଇପାରେ। ଆସନ୍ତୁ ଜାଣିବା-

କର୍କଟ ରାଶି: କର୍କଟ ରଶିର ଜାତକଧାରୀଙ୍କ ପାଇଁ ଚନ୍ଦ୍ର ଗୋଚର ଅସୁବିଧାରେ ପକାଇପାରେ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦେବାକୁ ହେବ। କାରଣ ଏହି ସମୟରେ ଖର୍ଚ୍ଚ ବଢ଼ିପାରେ ଏବଂ ସଞ୍ଚୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏମିତିରେ ଅଯଥା ଖର୍ଚ୍ଚ ଯୋଗୁ ପରିସ୍ଥିତି ଚିନ୍ତାଜନକ ହୋଇପାରେ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ନୂଆ ବର୍ଷରେ ଆଗପଛର ବିଚାର ନ କରି କାହାକୁ ଉଧାର ଦିଅନ୍ତୁ ନାହିଁ। ଶୀଘ୍ର କୌଣସି ବି ନିର୍ଣ୍ଣୟ ନିଅନ୍ତୁ ନାହିଁ। କର୍ମସ୍ଥଳରେ ଅସୁବିଧା ଉପୁଜିପାରେ।

ତୁଳା ରାଶି: ତୁଳା ରାଶିର ଜାତକଧାରୀଙ୍କୁ ନୂଆ ବର୍ଷରେ ସାବଧାନ ରହିବାକୁ ହେବ। କ୍ୟାରିୟର ଏବଂ ଟଙ୍କା ମାମଲାରେ ସମୟ କଷ୍ଟକର ରହିବ। ଚାକିରି କିମ୍ବା ବ୍ୟବସାୟରେ ଅଡ଼ୁଆ ଆସିପାରେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବାରେ ଅସୁବିଧା ହୋଇପାରେ। ଏହି ସମୟରେ ଧୌର୍ଯ୍ୟ ରଖନ୍ତୁ। ଟଙ୍କା ନେଣଦେଣ ସମୟରେ ସାବଧାନ ରୁହନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମକର ରାଶି: ମକର ରାଶିର ଜାତକଧାରୀଙ୍କୁ ୨୦୨୫ରେ ସାବଧାନ ରହିବାକୁ ହେବ। ଗାଡ଼ି ଚଳାଇବା ସହ ସତର୍କ ରହିବେ। ସଡ଼କ ଦୁର୍ଘଟଣାର ଶିକାର ହୋଇପାରନ୍ତି। ସନ୍ତାନ ସହ ସମ୍ପର୍କ ଖରାପ ହେବ। ଅଭାବର ସମ୍ମୁଖୀନ ହୋଇପାରେ। ଘରେ ସୁଖ ଶାନ୍ତି ଭଙ୍ଗ ହୋଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି ବଦଳାଇବା ନେଇ ଚିନ୍ତା କରୁଥିଲେ ଏବେ ରହି ଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri