ଶିବଙ୍କୁ ପସନ୍ଦ ନୁହେଁ ଏହି ରଙ୍ଗ, ମହାଶିବରାତ୍ରି ଦିନ ଭୁଲରେ ବି…

‘ମହାଶିବରାତ୍ରି ’ ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଚଳିତ ବର୍ଷ ୧୮ ଫେବୃୟାରୀରେ ଏହି ପର୍ବ ପାଳନ କରାଯିବ। ଶୈବଭକ୍ତମାନଙ୍କର ମଧ୍ୟରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଭକ୍ତି ସହିତ ପୂଜା କରାଯାଏ। ତେବ ଏହି ପୂଜାରେ ଗୋଟିଏ ରଙ୍ଗ ବ୍ୟବହାର କରାଯିବା ଉଚିତ ନୁହେଁ। ଆସନ୍ତୁ ଜାଣିବା:-

ଭଗବାନ ଶିବ କଳା ରଙ୍ଗକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏଥିଲାଗି ମହାଶିବରାତ୍ରି ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍‌ ନୁହେଁ। ବିଶେଷକରି ଯେଉଁମାନେ ଏହି ଦିନ ଉପବାସ କରିଥାନ୍ତିି ସେମାନେ ଆଦୌ କଳା କିମ୍ବା କୌଣସି ଗାଢ଼ ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ଦିନ ପୂଜାପାଠରେ ପରିଷ୍କାର ଏବଂ ଧୋଇଥିବା ପୋଷାକ ପିନ୍ଧିବା ଉଚିତ।

ମହାଶିବରାତ୍ରି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ନାଲି, ଧଳା, ହଳଦିଆ ଏବଂ କମଳା ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମହାଶିବରାତ୍ରି ପୂଜାରେ ପୁଅମାନେ ଧୋତି ପିନ୍ଧିବା ଭଲ।

 


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହ ହୋଇଥିଲେ….

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି।...

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ...

ଏମାନଙ୍କୁ ଅଧିକ ବିପଜ୍ଜନକ କହନ୍ତି ଚାଣକ୍ୟ, ଜାଣନ୍ତୁ କାହିଁକି

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ସମର ଫ୍ୟାଶନ

ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ଗରମ ଆଉ ଝାଳରେ କ’ଣ ପିନ୍ଧିଲେ ଆରାମ ଲାଗିବ ତାକୁ ନେଇ ସମସ୍ତଙ୍କ ଚିନ୍ତା। ହେଲେ ଆପଣ ଚାହିଁଲେ...

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌।...

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର। ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍‌ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ...

ବଡି ଡିଟକ୍ସ

ଦଶହରା, ଦୀପାବଳି ଭଳି ପୂଜାପର୍ବରେ ସାଧାରଣତଃ ପିଠା, ମିଠା ଏବଂ ଅନେକ ଭଳିକି ଭଳି ଖାଦ୍ୟରେ ସଭିଙ୍କ ଘର ଭରିଯାଏ। ଯାହାକୁ ଖାଇବା ଏବଂ ଅନ୍ୟମାନଙ୍କୁ...

Advertisement
Archives

Model This Week