Categories: ଖେଳ

୪୩ ତମ ମ୍ୟାଚରେ ଏଲଏସଜି-ଆରସିବି ଲଢ଼େଇ…

ଲକ୍ଷ୍ନୌ,୧।୫ : ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଲଢ଼େଇ ହେବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ସାଢ଼େ ୭ଟାରେ ଅନୁଷ୍ଠିତ ହେବ।

ଏଲଏସଜି ଟିମରେ କେ.ଏଲ. ରାହୁଲ (ଅଧିନାୟକ), ନିକୋଲାସ ପୁରାନ (ଓ୍ବିକେଟ କିପର), କାଇଲ ମାୟର୍ସ, ଦୀପକ ହୁଡା, ମାର୍କସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟା, ଆୟୁଷ ବାଡୋନି, ନବୀନ-ଉଲ-ହକ, ରବି ବିଶ୍ନୋଇ, ଆବେଶ ଖାନ, ଯଶ ଠାକୁର, ଅମିତ ମିଶ୍ର, ଜୟଦେବ ଉନାଦକତ, ମନନ ଭୋହ୍ରା, ମାର୍କ କାଠ, କ୍ୱିଣ୍ଟନ ଡି କକ, କୃଷ୍ଣପ୍ପା ଗୋଥମ, ସ୍ବପ୍ନିଲ ସିଂ, ପ୍ରେରକ ମାନକଡ, ଡାନିଏଲ ସାମସ, ରୋମାରିଓ ଶେଫର୍‌, ଆର୍ପିଟ ଗୁଲେରିଆ, ଯୁଧୀର ସିଂ ଚାରାକ, କରଣ ଶର୍ମା ପ୍ରମୁଖ ଅଛନ୍ତି।

ସେହିପରି ଆରସିବି ଦଳରେ ବିରାଟ କୋହଲି (ଅଧିନାୟକ), ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ଶାହବାଜ ଅହମ୍ମଦ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ସୁଆଶ ପ୍ରଭାସାଇ, ୱାନିନ୍ଦୁ ହାସରାଙ୍ଗା, ଡେଭିଡ ୱିଲି, ବିଜୟକୁମାର ବିଶ୍ୱକ, ହର୍ଷଲ ପଟେଲ, ମହମ୍ମଦ ସିରଜ, ଫାଫ ଦୁଲେସ, ଶର୍ମା, ଫିନ ଆଲେନ, ଅନୁଜ ରାୱତ, ମାଇକେଲ ବ୍ରେସୱେଲ, ସିଦ୍ଧାର୍ଥ କୌଲ, ସୋନୁ ଯାଦବ, ମନୋଜ ଭଣ୍ଡେଜ, ୱେନ ପାର୍ନେଲ, ରାଜନ କୁମାର, ଅବିନାଶ ସିଂ, ହିମାଂଶୁ ଶର୍ମା ଅଛନ୍ତି।

Share